[bdp_post_carousel show_date=”false” show_author=”false” show_tags=”false” show_comments=”false” arrows=”false” dots=”false” autoplay=”false”]

ଅଝଟ ମନ

ଦେଖନା ଏ ବଉଦ ତୋ ଅଂଚଳରେ ଗୁନ୍ଥି ହେଇ, ବାଉଳା ନ ହେଇ ଯାଉ ଗୋ ।         ନା ନା ନା,         ବଉଦରେ ତୋ ପରି ସେ ସୋହାଗ ତ ନାହିଁ ।। ଦେଖନା ଏ ଜହ୍ନ ତୋ ମଥା ବିନ୍ଦୁ ପରି, ଏକା ନ ହେଇ ଯାଉ ଗୋ ।          ନା ନା ନା,          ଜହ୍ନ

କିଛି ମୁହୂର୍ତ !!!

ଆଖିର ସେ ସ୍ମଋତି ଭିଜିଗଲା ଆଜି ତୁମ ଅନୁରାଗେ ଆଦ୍ର ଗୋପନ ମୁହୁର୍ତଟେ ସାଜି | କିଛି ଆଲୁଅର ଭାଷା ବୁକୁରେ ସାଇତା ନୀଳ ଆକାଶର ବିହଗଂମପରି କେତୋଟି ବିରହ ମୁହୂର୍ତ ଆଜି | ସବୁ ପ୍ରାପ୍ତି ଅପ୍ରାପ୍ତି ଭିତରେ ଉକି୍ଂମାରୁ ଥାଏ ଲୁକ୍କାୟିତ ଅଭିମାନ ଆବେଗରେ କେତୋଟି ଗୋପନ ମୁହୂର୍ତ ଆଜି | ରୁଣ୍ ଝୁନ୍ ଚୁଡି ପରି ପାଉଁଜି ଶବଦ ଭଳି ବାରଂବାର ଭାଗ୍ଗଂୁଥାଏ ଅଳସ କେତୋଟି ମୁହୂର୍ତ ଆଜି | କିଛି ଅନ୍ଧାରର ଆଶାରେ କିଛି ମରିବାର ନିଶାରେ କିନ୍ଚିତ ବନ୍ଚିବାର ବିପାଶାରେ ମହକି ଯାଉ କେତୋଟି ମୁହୂର୍ତ ଆଜି | ଅଭିମାନେ ଏରୁନ୍ଡି

ଜହ୍ନ ମୋର ରାଗିଚି !!!

ଜହ୍ନ ମୋର ରାଗିଚି କି ନା ଜୋଛନା ଅଳି ଅଛି, ନା ତାରା ସାଂଗେ ଖେଳୁଚି ସେ ଆଜି । କେମିତି ବୁଝେଇବି ମୁଁ ମୋ ଜହ୍ନକୁ ନା ଦେଖେ ମୋ ବେଦନା, ନା ବୁଝେନା ମୋର ମନକୁ । ମନର ଡୋର ମୋର ତୁମ ସାଂଗେ ଗୁଡି ପରି ଉଡି ଯାଏ ଦୁର ଆକାଶେ, ପବନ ମୋ ମନ ଡୋରକି ତୁମ ହାତେ !!! ଗୋଧୁଳି ସକାଳ ସିକତା ଯାଏଁ ଭିଜିଚି ସବୁ ଶିଶିର ଅପେକ୍ଷାରେ, ଶିଶିର ବୁନ୍ଦା ଯାହା ଆଖି କୋଣରେ ପାହାଁନ୍ତି ସକାଳେ କଅଁଳ ଦୁବରେ, ବାଦଲ ମେଘ ସବୁ ବିତି ଯାଏ ଫଗୁଣ ଆଶାଢ ଆଶାରେ । ଏମିତି ହେଉ ଆଜି

ଶୂନ୍ୟ ଆଶା

କେତେ ଭସା ବାଦଲ ଚାଲି ଗଲେ ମୋ ପାଖ ଦେଇ, ଆତୁରେ ଚାହିଁ ରହେ ହେଲେ ମୁଁ ସେ ବରସିବା ମେଘର ଆଶାରେ | ଦୀଗରୁ ଦୀଗନ୍ତ କେତେ ବାଟ ଚାଲେ ସେ ଜହ୍ନ ରାତି ସାରା, ଥମି ଯିବୁ ଟିକେ ମୋ ତାରା ପାଖରେ ଦେଖିବି ମୁଁ ତା ହସଭରା ଓଠ ତୋ କଅଁଳ ଆଲୁଏ | ଆକାଶ ବୁକୁରେ ଖେଳି ଲୁଚକାଳି ଶରତ ଶଶିରେ ଭିଯା ବାଲି ପରି, ସୁନେଲି ଜରି ସାଢିରେ ଝିଲ୍ ମିଲ୍ ମୋ ଦୁନିଆ ହଜି ଯାଇଚି ସବୁ

Yesteryears…

Standing tall all along, With all broken ardour. Few leaves, Still waiting for those distance spring. The droplet of dew, Moistening the dried leaves. Few kiss the ground, Fly away for distance dreams. Birds fly to their home, Far way beneath the horizon. Leaving the lonely branches, Waiting for the dawn. Time rush through, The unknown by lanes. Taking those memories of gone years, And

ଚିତ୍ରକର

ଏଇ ଗୋଧୂଳି ବେଳାରେ ମନେ ପଡେ ତୁମ କଥା, ଅଭୁଲା ସ୍ମ୍ଋତିର ରେଖା ହଁ, ଧୂସର ପ୍ରୀତିର କିଛି ଅନାବନା ଗାର ଅକାଂ | ରଗଂ ଅଛି, ତୁଳି ଅଛି ଜୀବନ ଲୋଡା ଆଉ ଲୋଡା ଭୁଲା ଅଭୁଲା ନିରୋଳା ନିର୍ଜନ ମୂହୁର୍ତ୍ତ ସବୁ ତୁମ ପରଶେ ବୋଳା | ସଫେଦ୍ କାନଭାସ୍ ର ଚଉହଦିରୁ ତୁମ ପହଁଚ ଅନେକ ଦୂର, ମୋ’ ବୁକୁର ପ୍ରତିଟି କୋହକୁ ଆଉ ପଚାର ଆଖିରୁ ଝରୁଥିବା ଲୁହର ଏକଶିରା ଧାରାକୁ | ସେଇ ନିଃଶବ୍ଦ ସଂଧ୍ୟାରେ ଥାପି ଦେଇଥିଲି ମୋ ଆବେଗକୁ ତୁମ ଅଧରର ରକ୍ତିମ ଲାଭାରେ, କି

କିଛି ଅଲଗା ଲାଗେ ଆଶାଢ ଆଜି…

ଏଇ ବୁନ୍ଦାରେ ହଜିକି ଯାଇଚି ଆଜି କିଛି ହୃଦୟର ଗୀତୀ ଆଉ ତୁମ ପାଉଁଜିର ଛନ୍ଦ କିଛି । ବୁନ୍ଦା ବୁନ୍ଦା ରେ ତୁମ ଛବି ଏ ବରଶା ବୁନ୍ଦା ଯେ ଆମ ସାଥି । ହେଇ ଯାଉ କିଛି ମନ କଥା ମିଶି ଦୁଇ ଆଖି ମିଠା ମୁହୃତ୍ତରେ ଗଢି ଯାଏ କିଛି ଅଜଣା କାହାଣି । ଏଇ ଆଶାଢ ବୁନ୍ଦାରେ ଅଛିକି ଯାଦୁ ଧୋଇ ନିଏ ସବୁ ଅଭିମାନ ଭରାମିଛ ରାଗ । ତୁମ ଛଡା ଆଉ କିଏ ଅଛି ଏଇ ଆଖିରେ ପରାଣ ସହରେ ତୁମେ ମୁଁ ଆଉ

କିଛି ପୁରୁଣା କଥା

ମନେ ପଡେ କିଛି ପୁରୁଣା କଥା ମନ ଆକାଶେ ଆକିଂ ଦେଇଥିଲି ତୋର ନାଁ ପୁରୁଣା ଛନ୍ଦର ସେଇ ଗୀତ ଯେମିତି ପାହାଁତା ସକାଳର କାକର ଆଉ ଶିତ । ମନେ ପଡେ କିଛି ହଜିଲା ସ୍ମୃତି ଆଶା ସବୁ ଯେମିତି କୃଷ୍ନଚୁଡା ର ନାଆ ଛାଇ ଆଲୁଅ ର ମିଛି ମିଛି କା ଖେଳ ଭାବନା ମୁଲକେ ହଜି ଥିଲା ତାର । ମନେ ପଡେ ଆଜି ତା’ର ନାଁ ମନ ଉଡି ଚାଲେ ପକ୍ଷି ରାଇଜର ଖୋଜି ଠିକଣା ବର୍ଶା ଓଦା

ମନ୍ଦୀର ନିବାସି !!!

କାହିଁକି କେଜାଣି ୟେ ମନ୍ଦୀରଟା ଲାଗେ ନିଜର ପରି, ମଶିହା ପିଣ୍ଡା ଆଉ ସଦ୍ୟ ସବୁଜ ଶିଉଳି ଲାଗେ ସବୁ ନିଜର ବୋଲି | ନଇଁ ପଡିଥିବା ଗଂଗଶିଉଳି ଡାଳେ ନାହିଁତ ରାତିର ସୋହାଗ, ସପ୍ନ୍ୱ ରାଇଜର ନାରଗିଂ ରଂଗ କି ଯୋଛନାର ସଫେଦ୍ ଆଲୋକ | ସକାଳ ଶିଶିରେ ସିକ୍ତ ଦୁର୍ବ ଆଉ ଗଂଗଶିଉଳିର ବାସି ଫୁଲ ଆଲିଂଗନ, କେହିତ ଦେଖନ୍ତି ନାହିଁ ଦୁବ ସିନା ଯାଏ ପୂଜା ଥାଳକୁ ଫୁଲ ଏକା ରହି ଯାଏ | ତୁଳସି ଚଉରେ ସନ୍ଜ ଦୀପ ସହ ଚଇତି ଖେଳେ ଲୁଚକାଳି, ଦୀପର

Smile n Dreams

A road less travelled By the lazy lake. Here comes A boy with a young smile. Sat by the bank Soaked by every ray Waiting for the ripple to fall by. Throws a pallet And amazed to see How the water carries it away. Very next An old man settling With a pale face and sparkling eyes. Watching the dusk With its pale light, Was