କିଛି ଅଲଗା ଲାଗେ ଆଶାଢ ଆଜି…

/, Moments Captured, Quite Moments/କିଛି ଅଲଗା ଲାଗେ ଆଶାଢ ଆଜି…

ଏଇ ବୁନ୍ଦାରେ ହଜିକି ଯାଇଚି ଆଜି

କିଛି ହୃଦୟର ଗୀତୀ

ଆଉ ତୁମ ପାଉଁଜିର ଛନ୍ଦ କିଛି ।

ବୁନ୍ଦା ବୁନ୍ଦା ରେ ତୁମ ଛବି

ଏ ବରଶା ବୁନ୍ଦା ଯେ ଆମ ସାଥି ।

ହେଇ ଯାଉ କିଛି ମନ କଥା

ମିଶି ଦୁଇ ଆଖି ମିଠା ମୁହୃତ୍ତରେ

ଗଢି ଯାଏ କିଛି ଅଜଣା କାହାଣି ।

ଏଇ ଆଶାଢ ବୁନ୍ଦାରେ ଅଛିକି ଯାଦୁ

ଧୋଇ ନିଏ ସବୁ ଅଭିମାନ ଭରାମିଛ ରାଗ ।

ତୁମ ଛଡା ଆଉ କିଏ ଅଛି ଏଇ ଆଖିରେ

ପରାଣ ସହରେ ତୁମେ ମୁଁ

ଆଉ ଏ ଆଶାଢ ବୁନ୍ଦା ଯେ ମୁକ ସାକ୍ଷି ।

ଏଇ ମହକିଆ ସଂଧ୍ୟାରେ କହି ଦିଅ କିଛି ମନ କଥା

ଗୋପନ ପରାଣର ତୁମକୁ ରାଣ

ରହି ଯାଉ ଏଇ ମୁହୃତ୍ତ ହୃଦୟରେ ପୁରୁଣା ଦାଗ ପରି ।

ଏଇ ବରଶା ରାତି ଲାଗେ ଅଲଗା ଆଜି

ସମିରେ ବୋଳା ତୁମ କେଶ ମଳୟ ରଜୁ,

ନେଇ ଯାଅ ମୋ’ ନୀଶ୍ୱାଶରୁ ଜୀବନ ପାରଗ ସବୁ;

କିଛି ଅଲଗା ଲାଗେ ଆଶାଢ ଆଜି

କିଛି ନୁଆ ଆଶା କିଛି ମଶିହା ନିଶା ।

No comments yet.

Leave a comment

Your email address will not be published.