ଦେଖନା ଏ ବଉଦ ତୋ ଅଂଚଳରେ ଗୁନ୍ଥି ହେଇ, ବାଉଳା ନ ହେଇ ଯାଉ ଗୋ । ନା ନା ନା,
ଆଖିର ସେ ସ୍ମଋତି ଭିଜିଗଲା ଆଜି ତୁମ ଅନୁରାଗେ ଆଦ୍ର ଗୋପନ ମୁହୁର୍ତଟେ ସାଜି | କିଛି ଆଲୁଅର ଭାଷା ବୁକୁରେ ସାଇତା ନୀଳ ଆକାଶର ବିହଗଂମପରି କେତୋଟି ବିରହ ମୁହୂର୍ତ ଆଜି | ସବୁ ପ୍ରାପ୍ତି
ଜହ୍ନ ମୋର ରାଗିଚି କି ନା ଜୋଛନା ଅଳି ଅଛି, ନା ତାରା ସାଂଗେ ଖେଳୁଚି ସେ ଆଜି । କେମିତି ବୁଝେଇବି ମୁଁ ମୋ ଜହ୍ନକୁ ନା ଦେଖେ ମୋ ବେଦନା, ନା ବୁଝେନା ମୋର ମନକୁ । ମନର ଡୋର ମୋର ତୁମ ସାଂଗେ ଗୁଡି ପରି ଉଡି ଯାଏ
କେତେ ଭସା ବାଦଲ ଚାଲି ଗଲେ ମୋ ପାଖ ଦେଇ, ଆତୁରେ ଚାହିଁ ରହେ ହେଲେ ମୁଁ ସେ ବରସିବା ମେଘର ଆଶାରେ | ଦୀଗରୁ ଦୀଗନ୍ତ କେତେ ବାଟ ଚାଲେ ସେ ଜହ୍ନ
Standing tall all along, With all broken ardour. Few leaves, Still waiting for those distance spring. The droplet of dew, Moistening the dried leaves. Few kiss
ଏଇ ଗୋଧୂଳି ବେଳାରେ ମନେ ପଡେ ତୁମ କଥା, ଅଭୁଲା ସ୍ମ୍ଋତିର ରେଖା ହଁ, ଧୂସର ପ୍ରୀତିର କିଛି ଅନାବନା ଗାର ଅକାଂ | ରଗଂ ଅଛି, ତୁଳି ଅଛି ଜୀବନ ଲୋଡା ଆଉ ଲୋଡା ଭୁଲା
ଏଇ ବୁନ୍ଦାରେ ହଜିକି ଯାଇଚି ଆଜି କିଛି ହୃଦୟର ଗୀତୀ ଆଉ ତୁମ ପାଉଁଜିର ଛନ୍ଦ କିଛି । ବୁନ୍ଦା ବୁନ୍ଦା ରେ ତୁମ ଛବି ଏ ବରଶା ବୁନ୍ଦା ଯେ ଆମ ସାଥି । ହେଇ
ମନେ ପଡେ କିଛି ପୁରୁଣା କଥା ମନ ଆକାଶେ ଆକିଂ ଦେଇଥିଲି ତୋର ନାଁ ପୁରୁଣା ଛନ୍ଦର ସେଇ ଗୀତ ଯେମିତି ପାହାଁତା ସକାଳର କାକର ଆଉ ଶିତ । ମନେ ପଡେ
କାହିଁକି କେଜାଣି ୟେ ମନ୍ଦୀରଟା ଲାଗେ ନିଜର ପରି, ମଶିହା ପିଣ୍ଡା ଆଉ ସଦ୍ୟ ସବୁଜ ଶିଉଳି ଲାଗେ ସବୁ ନିଜର ବୋଲି | ନଇଁ ପଡିଥିବା ଗଂଗଶିଉଳି ଡାଳେ ନାହିଁତ ରାତିର ସୋହାଗ, ସପ୍ନ୍ୱ
A road less travelled By the lazy lake. Here comes A boy with a young smile. Sat by the bank Soaked by every ray Waiting for
- 1
- 2