[bdp_post_carousel show_date=”false” show_author=”false” show_tags=”false” show_comments=”false” arrows=”false” dots=”false” autoplay=”false”]

ଏବେ ଏକାନ୍ତରେ

ଏବେ ଏକାନ୍ତରେ, ନୀଳ ସରୋବରୁ ପଦୁଅଁ ମରେ ଶୁଭ୍ର ଶୁଭାସିତ ସ୍ୱର୍ଣ୍ଣ ସହରେ ନିମିଷେ ସ୍ୱର୍ଣ୍ଣିମ ବୈଭବ ସରେ ।। ଏବେ ଏକାନ୍ତରେ, ଅଦିନେ ବଉଦୁ ବରଷା ଝରେ ଦୁର୍ଲଭ ଲୋହିତ ତାଜା ଗୋଲାପୁ କ୍ଷଣିକେ ମଧୁର ବାସ ଉତୁରେ ।। ଏବେ ଏକାନ୍ତରେ, କଣ୍ଟକିତ ବନ ପଥ ମଝିରେ ଚାଲୁ ଚାଲୁ ଯେବେ ଥକି ପଡେ ମୁଁ ସପନ ଭାଙ୍ଗଇ ଅଧା ନିଦରେ ।। ଏବେ ଏକାନ୍ତରେ, ଢେଉ ନ ଉଠଇ ପ୍ରୀତି ସାଗରେ ରଜନୀ ଆକାଶେ ପୂର୍ଣ୍ଣମୀ ଇନ୍ଦୁ କାନ୍ଦଇ ଅଧିରେ ପ୍ରେମ ଆତୁରେ ।। ଏବେ ଏକାନ୍ତରେ, ହାହାକାର ଉଠେ

ତୋ ବିନା

ଏ ସମୟ ବିତିଗଲା… ତୋ ବିନା ଆଉ ଏକ ଦିନ ସରେ… ତୋ ବିନା ଆଗକୁ ବଢିଗଲା ମୋ ରାସ୍ତା ଯେବେ ମନ ହାରିଗଲା…ତୋ ବିନା ସକାଳ ଦିଶେ ଏବେ ସଞ୍ଜଠାରୁ ବି ଧୂଆଁ ତତେ ଭୁଲିବାର ଖୋଜେ ବାହାନା ତୋ ସାଥିରେ ଦିନ ସବୁ ଚାଲିଗଲେ ମୋ ସାଥିରେ ମିଶିବାକୁ ସତେ ଭୁଲିଗଲେ ଖାଲି ହାତରେ ମେଘ ଫେରିଗଲା କେତେ କଥା ଥିଲା ହେଲେ ବାକି ରହିଗଲା ତୋ ବିନା.. ତୋ ବିନା.. ତୋ ବିନା | ମୁ ଚାହିଁ

ଊଷା ଜହ୍ନ

ତୋତେ ବି ଊଷା ଜହ୍ନ ଦିଶୁଛି କି, ବଉଦ କଣରୁ, କି ଏ ବାଦଲରେ ଭରା ନୀଳ ଆକାଶ, ତୋ ଘର ଅଗଣାରୁ । ତୋ ଆଖିର ଅଧା ମୁଦା ପଲକରେ, ତ କେବେ ଅଧରର ମୁରୁକି ହସରେ, ମୋ କଥା ମନେ ପଡେ କି ସଜ ସକାଳର କାକର ବିନ୍ଦୁ ପରି, ହଜି ଯାଏ, କଅଁଳିଆ ଖରାର ତାତିରେ, ଅଳ୍ପ ବରଷାର ଛାତିରେ । ତୋତେ ବି ଊଷା ଜହ୍ନ ଦିଶୁଛି କି, ବଉଦ କଣରୁ, ତୋ

All the days gone by

It’s so good to see you now it’s been so long since we’ve been together. you kept in touch somehow you always found a way to be there. I wish that I could stop the hands of time between us, all the days gone by. Do you remember when we were the best of friends, all the days

ଲୁଚା କଥା

ଲୁଚା କଥା ଶୁଣିବ କିଛି, ମନ କହେ ପାଖେ ବସ ଆଜି. ଗୋଟେ ଆଖିରେ ବଦମାସୀ ଭରି, ଆର ଆଖି ଢଳା ବାଦଲ ପରି… ଦୁଇ ଆଖିର ଚମକ ଦେଖି ଚୋରେଇ ନେଇଚି କ୍ଷଣ କିଛି | କଣ ନେଲି? ହସ ନେଲି… କୋଉ ହସ? ଚୋରା ହସ… ଚୋର କିଏ? ଏଇ ଋତୁ… ଶରତ ର ଶିଶିର ବିନ୍ଦୁ, ବିନ୍ଦୁରେ ଓଦା ଯୋଡିଏ ଆଖି | ଶ୍ରାବଣର ସେ ଝୁମା ସନ୍ଧ୍ୟା, ଚୁମି ଯାଏ ଅଧର ଦୁଇ. ତୋ ପ୍ରେମରେ ଓଦା ହେଇ, ପାଗଳ ପରି ଝୁମେ ନଈ… କେବେ ସେ ସାଗରର ହେବ, ଲହରୀରେ

ଅମାନିଆ ଭାଶା ଦିଆ ନିଆ

ହୃଦୟର କୁଡିଆରେ ଅଛି କିଛି ଛୋଟ ଛୋଟ ଗବାକ୍ଷୀ ଦେଖୁଛି ସେଥିରୁ ଛୋଟ ଛୋଟ ଦୁଇଟା ପାଗଳି ଆଖୀ ଚୀଠି ତାର ଆସେ ଗୋଲାପି ଶାହିରେ ଲେଖା ଆଉ ବାଶ ଥିଲା କିଛି ଚୋରା ଅଭିମାନର । ତୋର ମୋର ଆଖୀର ଭାଶା ବୁଝେନା ଏ ଦୁନିୟା ମାଗୁଚି ସମ୍ପର୍କର ଡୋରି ଯଉଟା ଅମାନିଆ… ଅମାନିଆ ଏ ତୋର ମୋର ଭାଶା ଦିଆ ନିଆ……. ଆମ ରଂଗ, କୋଉ ରଂଗ ସେ ଯେ, ଆଲୁଅ ସାଂଗେ ଲିଭିଯାଏ ଏକା ହେଇ ଗୋଟେ ରଂଗ ତୁମେ ଆଣ,

ତୁ ଯେ ମାନିନୀ

ତୋ ଭରଶାରେ ଛାଡି ଦେଇଛି ଏ ଜୀବନ ଗୁଡିର ନଟେଇ ସୁତା, ତୋର ଝିଲ୍‌ମିଲ୍ ହସ ଆଲୁଅରେ ହେଉଥିଲା ମୋ ସକାଳ ମୋର, ତୁ ଯେ ଥିଲୁ ମୋ ସକାଳର ଶିଶିର ଆଉ ଗୋଧୂଳି ପାରାର ନୀଡ ।।। ତୁ କିଛି କହିଗଲୁ, ଆଉ ମୁଁ ସୁଚିଲି ଉଆଁସ ସନ୍ଧ୍ୟାର ଲିଭିଯାଇ ଥିବା ଦୀପାଳି ପରି, ତୁ ଯେ ମାନିନୀ, ତୋ ମାନ ଲାଗି ମୁଁ ଯେ ଶରତ ଯାମିନୀ ।।। ଅଦୁର ସବ୍ଦ ସବୁ, ଭୁଲିଯା ସବୁ, ଲାଜେଇ ଯାଉ ସମ୍ପର୍କ ସବୁ, ତୋ

ଆଜିବି ମୁଁ ଚାଲୁଚି

ଆଜି ବି ମୁଁ ଚାଲୁଚି କିଛି ବାଟ ଆସିଚି. ଏ ଥକା ମନ ଆଜି ବି ଚାଲୁଚି. ରାସ୍ତା ର କଣ୍ଟା ସବୁ ମୋ ଗହଣା ଶାଜିଚି. ଚାଲୁଚି, ଆଜି ବି ମୁଁ ଚାଲୁଚି | ହୃଦୟର ଅନା ବନା କୋଣରେ ରହିଚି କେତେ ଅଭିମାନର ସ୍ୱପ୍ନ ଅବା ଶନ୍କା ରାସ୍ତାର ପଥର ଗୋଡି ମୋର ପୂରୁଣା ସାଥି ମୋତେ ସେ ଭୁଲିଚି ହେଲେ ଆଜିବି ସେ ମୋ ସଂଗି, ଚାଲୁଚି, ଆଜିବି ମୁଁ ଚାଲୁଚି | ବାଟରେ ସେ ଦେଖା ରାସ୍ତାରେ ହସ, ସବୁତ ମୋର ଥିଲା ଆଜିବି ମୋର ଅଛି, ଆଜିବି ସେ ମୋର

ଆଶାର ବର୍ଶା

ଆଖି ଆଜି ଥକି ଯାଇଚି ବରଷା ମରଉ ଅପେକ୍ଷାରେ, ବରଷାର ଅପେକ୍ଷାରେ, ଚାତକ ପକ୍ଷୀର ଅସୁମାରି ଆଶାରେ, ଆଖି ଆଜି ଶୋଇ ଯାଇଚି ପଲକ କୋଣରେ ନିଦକୁ ମାରି, ଆଉ ନିଦ ହଜି ଯାଇଚି, ବିରହର ପାଦ ସବଦରେ । ଏଇ ଜନ୍ହ ଆଲୁଅର ତୋରା, ବିଞ୍ଚି ଦେଇଥିଲା ଖାଲି ଖାଲି ରାସ୍ତାରେ ଯୋଛନାର ଭରା ରାତି ତ କେବେ ଚୋରା ପ୍ରିତି, ସବୁରେ ରହିଚି ସେ କ୍ଷଣ ମୁହୃତ୍ତ ଭରା ରାତି ।। . ଆଖି ଆଜି ଥକି ଯାଇଚି ବରଷା

Rolling My Reels

The evening breeze trying to fade away And I know what the color crimson say. Rolling, Rolling, Rolling, Rolling back to the dark eyes of the dreamer. Love you my Life all the more, when you are not listening at all amore. The dimming light on the alter stairs And the night droplets on an autumn fair. Rolling,